fbpx

ସ୍ପାଇସ୍ ଜେଟ୍ ବିମାନର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ସାମ୍ନାକୁ ଆସିଲା Video

Advertisement

ନୂଆଦିଲ୍ଲୀ: ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ଜରୁରୀ ଅବତରଣ କରିଛି । ସୂଚନା ଅନୁସାରେ, ବିମାନଟି ପ୍ରାୟ ୫୦ ହଜାର ଉପରେ ଉଡୁଥିବା ବେଳେ କର୍ମଚାରୀରେ ଧୂଆଁ ଦେଖିବାକୁ ପାଇଥିଲେ । ଏହା ପରେ ତୁରନ୍ତ ବିମାନଟିକୁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା । ଦିଲ୍ଲୀରେ ଜରୁରୀ ଅବତରଣ ପରେ ଯାତ୍ରରମାନେ ସୁରକ୍ଷିତ ଭାବେ ଓହ୍ଲାଇଥିବା ଜଣାପଡିଛି ।

ଏହାରି ମଧ୍ୟରେ ବିମାନ ଭିତରର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ସ୍ପାଇସଜେଟର ସେହି ବିମାନଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଇଲେକ୍ଟ୍ର ସର୍ଟ ସର୍କିଟ୍ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଖୁସିର କଥା ହେଉଛି କି, ବିମାନରେ ଥିବା ସମସ୍ତ ଯାତ୍ର୍ରୀ ଏକ ବଡ଼ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଦେଖନ୍ତୁ ବିମାନର ଭିଡିଓ…

Get real time updates directly on you device, subscribe now.