• Likes
  • Followers
  • Subscribers
  • Followers
  • Android App
  • Sunday, September 21, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Breaking: ଆସିଲା ସୁଭଦ୍ରା ଦ୍ୱିତୀୟ କିସ୍ତି, ଆକାଉଣ୍ଟରେ ଚଢ଼ିଲା ୫୦୦୦ ଟଙ୍କା
CHARIDHAM

Breaking: ଆସିଲା ସୁଭଦ୍ରା ଦ୍ୱିତୀୟ କିସ୍ତି, ଆକାଉଣ୍ଟରେ ଚଢ଼ିଲା ୫୦୦୦ ଟଙ୍କା

ଶୀଘ୍ର ଯାଇ ଆକାଉଣ୍ଟ ଚେକ୍ କରନ୍ତୁ। ମୁଖ୍ୟମନ୍ତ୍ରୀ ପଠାଇଲେ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଆକାଉଣ୍ଟରେ ପଡିସାରିଲାଣି ୫୦୦୦ ଟଙ୍କା।

By Subhasmita Das Last updated Mar 8, 2025 at 12:45 PM
Share

ବ୍ରହ୍ମପୁର: ଆସିଲା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଶୀଘ୍ର ଶୀଘ୍ର ଫୋନ ଚେକ୍ କରନ୍ତୁ। ମେସେଜ ଆସିଥିବ। ଆଉ ଆପଣଙ୍କ ଖାତାକୁ ୫୦୦୦ ଟଙ୍କା ଚଢିଥିବ। ଏଥିପାଇଁବ୍ରହ୍ମପୁରରେ ସ୍ୱତନ୍ତ୍ର କରାଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଳିଲା ସୁଭଦ୍ରା ଦ୍ୱିତୀୟ କିସ୍ତି। ଗୋଟିଏ କ୍ଲିକରେ ଏକ କୋଟି ୬୪ ହଜାର ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଦ୍ୱିତୀୟ କିସ୍ତି। ମୁଖ୍ୟମନ୍ତ୍ରୀ ନିଜେ ମହିଳାଙ୍କ ଖାତାକୁ ଟଙ୍କା ପଠାଇଲେ। ବ୍ରହ୍ମପୁରରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଯୋଗ ଦେଇଥିଲେ।

ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓଙ୍କ ସମେତ, ବିଜେପିର ଅନେକ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆହୁରି ପଢନ୍ତୁ

Dada Saheb Phalke Award: ମାଲାୟଲମ…

ଗ୍ରାହକଙ୍କୁ ଅମୂଲ ଦେଲା ବଡ଼ ଉପହାର ; ଶସ୍ତା…

ଗତ ମାର୍ଚ୍ଚ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଦେଇଥିଲେ ସରକାର। ଆଉ ଏବେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ ମହିଳାଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହାଛଡ଼ା ମାର୍ଚ୍ଚ ୩୧ ତାରିଖ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ। ଧାର୍ଯ୍ୟ କରାଯାଇଥିବା ତାରିଖ ସୁଦ୍ଧା ଆବେଦନ କରିଥିଲେ ରାକ୍ଷୀ ପୂର୍ଣ୍ଣମୀରେ ପାଇବେ ଏକାଥରେ ୧୫ ହଜାର ଟଙ୍କା।

Share

Prev Post

ଚେସ୍ ଖେଳାଳିଙ୍କଠାରୁ ଆରମ୍ଭ କରି ସ୍ପେସ୍ ସାଇଣ୍ଟିଷ୍ଟ ପର୍ଯ୍ୟନ୍ତ… ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଚଲାଇଲେ ଏହିସବୁ ମହିଳା, ଓଡ଼ିଶାର ଏଲିନା ମଧ୍ୟ ଏଥିରେ ସାମିଲ

Next Post

ଦିବାଲୋକରେ DGMଙ୍କୁ ଗୁଳି କରି ହତ୍ୟା, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

You might also like More from author
Breaking News

Dada Saheb Phalke Award: ମାଲାୟଲମ ସୁପରଷ୍ଟାରଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର; ୪୦୦ରୁ…

Breaking News

ଗ୍ରାହକଙ୍କୁ ଅମୂଲ ଦେଲା ବଡ଼ ଉପହାର ; ଶସ୍ତା ହେଲା ଘିଅ, ବଟର ଏବଂ ଆଇସକ୍ରିମ,ଏହି ଦିନରୁ ଲାଗୁହେବ…

Asia Cup

India-Pak handshake: ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନ ସହ କରିବ ହ୍ୟାଣ୍ଡସେକ! ସୂର୍ଯ୍ୟକୁମାର…

Breaking News

ଲକ୍ଷ ଲକ୍ଷ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ; ପୂରଣ ହେଲା ବହୁ ଦିନର ଦାବି, ଶସ୍ତା ହେଲା …

Asia Cup

ପାକିସ୍ତାନ ବିପକ୍ଷରେ ଖେଳିବେନି ଏହି ଖେଳାଳୀ; ଦଳରୁ ବାହାରିବା ପରେ କହିଲେ ମୋ ହାତରେ କିଛି ନାହିଁ,…

ଖବର

ଟ୍ରମ୍ପଙ୍କ ‘H-1B ଭିସା ବୋମା’: “୨୪ ଘଣ୍ଟାରେ ଫେରିଆସ, ଆମେରିକା ଛାଡ଼ି କୁଆଡେ ଯାହନି” ଆଡଭାଇଜରି…

Prev Next
Odisha Bhaskar

Recent Posts

Bank Holidays: ଏହି ତାରିଖ ପୂର୍ବରୁ ସାରି…

“JOLLY LL.B 3″ରେ ଅକ୍ଷୟ…

Dada Saheb Phalke Award: ମାଲାୟଲମ…

Wealth Report 2025: ପ୍ରତି ୩୦ ମିନିଟରେ…

ବିହାରରେ ଆଉ ଜଣେ ସୋନମ, ପ୍ରଥମେ ପ୍ରେମିକ ସହ…

ଗ୍ରାହକଙ୍କୁ ଅମୂଲ ଦେଲା ବଡ଼ ଉପହାର ; ଶସ୍ତା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Dada Saheb Phalke Award: ମାଲାୟଲମ…

ଗ୍ରାହକଙ୍କୁ ଅମୂଲ ଦେଲା ବଡ଼ ଉପହାର ; ଶସ୍ତା…

India-Pak handshake: ସୁପର ୪ ମ୍ୟାଚରେ ଭାରତ…

ଲକ୍ଷ ଲକ୍ଷ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ;…

Prev Next 1 of 23,051
© 2025 - TK Digital All Rights Reserved.