fbpx

ଆଗାମୀ ୪ ଦିନ ଯାଏଁ ଖରାରେ ସିଝିବେ ରାଜ୍ୟବାସୀ, ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ତଥା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମଝିରେ ମଝିରେ କାଳବୈଶାଖୀ ଏହି ଗ୍ରୀଷ୍ମ ପ୍ରବାହରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେଉଛି । ଏହାରି ମଧ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଉଷ୍ମ ଆର୍ଦ୍ର ଜଳବାୟୁ ସ୍ଥିତି ଲାଗିରହିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି ।

Get real time updates directly on you device, subscribe now.