ପଦଯାତ୍ରା ବେଳେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଆକ୍ରମଣ; ଆତିଶୀ କହିଲେ- ବିଜେପି ହତ୍ୟା କରିବାକୁ ଚାହୁଁଛି
ନୂଆଦିଲ୍ଲୀ: ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିଜେପି ଜାଣିଛି ଯେ ସେମାନେ ନିର୍ବାଚନରେ…