ଜୟପୁର ବିଧାନସଭା ଆସନରେ ହେବ ତ୍ରିମୁଖୀ ଲଢ଼େଇ: ମୈଦାନରେ ତାରା-ଇନ୍ଦିରା-ଗୌତମ, କାହାକୁ ବାଛିବେ ଜନତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ…