ହାଇଡ୍ରୋଜେନ୍ ଏବଂ ପରମାଣୁ ବୋମା ମଧ୍ୟରେ କିଏ ବେଶୀ ଶକ୍ତିଶାଳୀ, ବିଜେପିକୁ ରାହୁଲଙ୍କ ଟାର୍ଗେଟ୍ ପରେ ବଢ଼ିଲା ଚର୍ଚ୍ଚା
ଓଡିଶାଭାସ୍କର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଜେପି ନେତାଙ୍କୁ ଚେତାବନୀ ଦେଇଛନ୍ତି, କି ସେ ଆଗକୁ ପରମାଣୁ ବୋମା ଠାରୁ ବଡ଼ ହାଇଡ୍ରୋଜେନ୍ ବମ୍ ଫୁଟାଇବାକୁ ଯାଉଛନ୍ତି।
ରାହୁଲ କହିଛନ୍ତି, ବିଜେପି ନେତାମାନେ ଶୁଣ…