ଚୀନରେ ମିଳିଲା କରୋନାଠୁ ଅଧିକ ଭୟଙ୍କର ୨୦ଟି ଭାଇରସ୍, ଯାହା ଫଳ ଓ ପାଣି ଦ୍ୱାରା ବ୍ୟାପିପାରେ
ଚୀନ: କରୋନା ବା କୋଭିଡ଼-୧୯ ଦୁନିଆ ସାରା ଯେଉଁ ଆତଙ୍କ ସୃଷ୍ଟି କରିଥିଲା ତାକୁ କେହି ବି ଭୁଲି ପାରିବେ ନାହିଁ। ଯେବେ ଯେବେ ବି ବିଶ୍ୱର ଭୟଙ୍କର ମହାମାରୀ ବିଷୟରେ ଆଲୋଚନା ହେବ, ସେବେ ସେବେ ପ୍ରଥମେ ହୁଏତ କରୋନାର ନାଁ…