Browsing Tag

#India

ପରମାଣୁ କ୍ଷେତ୍ରରେ ପାକିସ୍ତାନକୁ ପଛରେ ପକାଇଲା ଭାରତ; କିନ୍ତୁ ଚୀନଠାରୁ ବହୁତ ପଛରେ

ନୂଆଦିଲ୍ଲୀ: ସୁଇଡିଶ ଥିଙ୍କଟ୍ୟାଙ୍କ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପରି)ର ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ବିଶ୍ୱର ୯ଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ସେମାନଙ୍କ ପରମାଣୁ ଅସ୍ତ୍ରର…

ୟୁକ୍ରେନ୍ ଶାନ୍ତି ବୁଝାମଣାରେ ସ୍ୱାକ୍ଷର କଲା ନାହିଁ ଭାରତ, ସମସ୍ତ ପକ୍ଷଙ୍କ ରହିବା ଆବଶ୍ୟକ ବୋଲି କହିଲେ ବୈଦେଶିକ ମନ୍ତ୍ରଣାଳୟ ସଚିବ

ଜେନିଭା: ରବିବାର ୮୦ଟି ଦେଶକୁ ନେଇ ଆୟୋଜିତ ୟୁକ୍ରେନ୍ ଶାନ୍ତି ସମ୍ମିଳନୀରେ ଆଗତ ବୁଝାମଣାରେ ଭାରତ ସ୍ୱାକ୍ଷର କରିବାକୁ ମନା କରିଛି । ସୁଇଜରଲ୍ୟାଣ୍ଡର ବରଜେନେଷ୍ଟୋକ୍ ରିସର୍ଟରେ ‘ସମ୍ମିଟ୍ ଅନ୍ ପିସ୍ ଇନ୍ ୟୁକ୍ରେନ୍‌’…

ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ବୈଦ୍ୟୁତିକ ଉତ୍ପାଦନ ୨୫୦ ବିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ବୈଦ୍ୟୁତିକ ଉତ୍ପାଦନ ୨୫୦ ବିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଥିବା ନେଇ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି । ବର୍ତ୍ତମାନ ସମୟରେ ଦେଶର ବୈଦ୍ୟୁତିକ ରପ୍ତାନୀ ୧୨୫ରୁ…

ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ଗ୍ରହଣ କଲେ ନରେନ୍ଦ୍ର ମୋଦୀ; ପ୍ରତିବାଦ କଲା ଚୀନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗଙ୍କ ଅଭିନନ୍ଦନ ବାର୍ତ୍ତାର ଜବାବ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବକୁ ବିରୋଧ କରିଛି ଚୀନ୍। ବୈଦେଶିକ ମନ୍ତ୍ରଣାଳୟର…

ଅଧାରେ ରହିଗଲା ବିରଳ ରେକର୍ଡ: ଆଉ ମାତ୍ର ୭୪ ଦିନ ପୂରଣ କରିଥିଲେ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥାନ୍ତେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚକିତ କରିଦେଇଛି । କ୍ରମାଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେଡିର ଶାସନ ରେସରେ ଲାଗିଛି ରୋକ । ‘ଜନତା ଚାହିଁଲେ ସରକାର…

FIH Hockey Pro League: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୩-୦ ଗୋଲରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଏଫଆଇଚି ପ୍ରୋ ହକି ଲିଗ ୨୦୨୩-୨୪ ୟୁରୋପ ଲିଗ ମୁକାବିଲାରେ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୩-୦ ଗୋଲରେ ପରାସ୍ତ କରିଛି ଭାରତ । ଆସନ୍ତା ୮ ତାରିଖରେ ଦୁଇ ଟିମ୍ ପୁଣି ଥରେ ମୁହାଁମୁହିଁ ହେବେ । ଆଜି…

OpenAI ପକ୍ଷରୁ ବଡ଼ ଖୁଲାସା: ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଏକ ଇସ୍ରାଏଲ ଫାର୍ମ ପ୍ରୟାସ କରିଥିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଜୁନ ୧ ତାରିଖରେ ହେବ । ଏହାପରେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । କିଏ ଜିତିବ ଆଉ କିଏ ସରକାର ଗଠନ କରିବ ସେନେଇ ସାରା ଦେଶରେ…

ଆପଣମାନେ ଜାଣନ୍ତି କି: ସଚିନ-ଧୋନୀ-ବିରାଟଙ୍କର ମୋଟ ସମ୍ପତ୍ତି ମିଶି ଯେତିକି, ତା’ଠାରୁ ବହୁ ଅଧିକ ଟଙ୍କାର ମାଲିକ ଅଟନ୍ତି ଜଣେ ପୂର୍ବତନ…

ନୂଆଦିଲ୍ଲୀ: କ୍ରିକେଟ ଭାରତରେ ବେଶ୍ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଥରେ ଜଣେ ଭଲ ଖେଳାଳି ହୋଇ ସୁନାମ ଅର୍ଜନ କରିବା ପରେ ଯଶ, କୀର୍ତ୍ତି ସାଙ୍ଗକୁ ଟଙ୍କାର ବର୍ଷା ହୋଇଥାଏ । ଭାରତରେ ଜଣେ ଷ୍ଟାର କ୍ରିକେଟର ବିଭିନ୍ନ…

ଏପ୍ରିଲ-ମେ’ ମାସରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ 

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ' ମାସରେ ଭାରତରୁ ପ୍ରାୟ ୬ ହଜାର ଶ୍ରମିକ ଇସ୍ରାଏଲ୍ ଯିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୨୦୨୩ରୁ ଗାଜା ଉପରେ ଇସ୍ରାଏଲ…

ଆଜି ରାତି ସାଢେ ୮ଟାରୁ ସାଢେ ୯ ଯାଏଁ ଅନ୍ଧାରରେ ରହିବ ସାରା ବିଶ୍ୱ, ପାଳନ ହେବ ‘ଆର୍ଥ ଆୱାର’

Earth Hour 2024: ଆଜି ସାରା ବିଶ୍ୱ ପାଳିବ 'ଆର୍ଥ ଆୱାର'। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ। ଆଜି ରାତି ୮ଟା ୩୦ ରୁ ୯ଟା ୩୦ ଯାଏଁ 'ଆର୍ଥ ଆୱାର' ପାଳନ…