ଝେଲମ ନଦୀରେ ବୁଡ଼ିଲା ଡଙ୍ଗା; ୪ ମୃତ୍ୟୁ ୩ ଗୁରୁତର, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଶ୍ରୀନଗର: ଶ୍ରୀନଗରରେ ବଡ଼ ଅଘଟଣ । ଝେଲମ ନଦୀରେ ଡଙ୍ଗା ବୁଡ଼ିବା ଘଟଣା ସାମ୍ନାକୁ ଆସିଛି । ଏହି ଅଭାବନୀୟ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ଅନେକ…