fbpx
BSKY
BJD MC SKY
BJD MS SKY

ତପ୍ତପାଣି ଘାଟିରେ ଦୁର୍ଘଟଣା, ଡ୍ରାଇଭର ମୃତ

କୋଇଡା: କେ.ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଲୁହାପଥର ବୋଝେଇ ଟ୍ରକ୍ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଛି । ବ୍ରେକ୍ ଫେଲ୍ ହୋଇ ଆଉ ଏକ ଟ୍ରକକୁ ପଛରୁ ପିଟି ଭାଙ୍ଗି ଚୁରମାର ହୋଇଛି ।

Get real time updates directly on you device, subscribe now.