fbpx

ପୋଲିସଙ୍କ ପାଇଁ ଆସିଲା ଟାଟୁର ଗାଇଡଲାଇନ: ଏଣିକି ଦେହ ମୁହଁ ଓ ହାତରେ କରିପାରିବେନି TATTOO

ଭୁବନେଶ୍ୱର: ଟାଟୁକୁ ନେଇ ଆସିଲା ନୂଆ ଗାଇଡଲାଇନ । ଦେହ ମୁହଁ ଓ ହାତରେ ଟାଟୁ କରିପାରିବେନି ପୋଲିସ କର୍ମଚାରୀ । ୧୫ ଦିନ ଭିତରେ ଟାଟୁ ଲିଭାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସୁରକ୍ଷା ବାହିନୀ ଓ କମିସନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଟାଟୁ ଲିଭା ନଯାଏ ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଏ ନେଇ ଡିସିପି ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Get real time updates directly on you device, subscribe now.