fbpx

Video; ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖିଦେଲା କୁନି ପୁଅ, ତା ପରେ…

ଓଡ଼ିଶା ଭାସ୍କର: ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖିଦେଲା କୁନି ପୁଅ । କଥାଟି ଶୁଣିବାକୁ ଅଜକ ଲାଗୁଥିଲେ ବି ସତ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେଉଛି ଏହି ଭିଡିଓ । ଭିଡିଓରେ ବାପା ଜଣକ ଖଟର ଗୋଟିଏ ପଟେ ବସି ମୋବାଇଲରେ ବ୍ୟସ୍ତ ରହିଥିବା ଜଣା ପଡ଼ୁଛି । ସାତ-ଆଠ ବର୍ଷର ଏକ କୁନି ପୁଅ ସେହି ଖଟର ଧାଡ଼ ଆଡ଼କୁ ଡ୍ରେସକୁ ଆଇରନ ଦେଉଛି ।

ଆଉ କିଛି ସମୟ ଭିତରେ ସେ ନିଜ ହାତରେ ଆଇରନ୍ ଲଗାଇ ଦେଖୁଛି ଏବଂ ତା ବାପା ତାକୁ କିଛି କହୁଛନ୍ତି । ସେ ସେକଥାକ ନ ଶୁଣି ହଠାତ୍, ପିଲାଟି ତାର ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖି ସେହି ସ୍ଥାନରୁ ଦୌଡ଼ି ପଳାଇ ଯାଉଛି । ଉକ୍ତ ବ୍ୟକ୍ତି (ପିଲାଟିର ବାପା) ଜଣକ ଡରି ଚମକି ପଡ଼ୁଛନ୍ତି, ଆଉ ତା ପରେ ଆଇରନ୍ ଉପରେ ହାତ ରଖି ଜାଣିବାକୁ ପାଇଲେ ଆଇରନ୍ ଟି ଥଣ୍ଡା ଅଛି ।

ଆଉ ତାଙ୍କ ପୁଅ ତାଙ୍କ ସହ ମଜା କରୁଛି । ଯାହା ପରେ ସେ ହସ ହସ ମୁହଁରେ ତାଙ୍କ ପୁଅକୁ କଣ ସବୁ କହି ପକାଉଛନ୍ତି । ଯାହା କୌଣସି ବିଦେଶୀ ଭାଷା ଭଳି ମନେ ହେଉଛି । ତେବେ ଏହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓଟିକୁ @InternetH0F ନାମକ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହାକୁ ଏବେଯାଏଁ ତିନି ମିଲିୟନରୁ ଆଧିକ ଲୋକ ଦେଖି ସାରିଲେଣି । ଚାଳିଶି ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି । 

 

Get real time updates directly on you device, subscribe now.