fbpx

Video; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେଦିନ ଅପମାନ କରିଥିଲେ ପୋଲିସ ବାବୁ, ଏବେ ପାଇଲେ ଏମିତି ଚିଠି

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ଦେଇଥିଲେ ଥାନାବାବୁ ପାଇଲେ ଫଳ। ଭାବି ନଥିଲେ ଥାନାବାବୁ, ଏମିତି ବି ଦିନ ବଦଳିଯିବ । ଥାନାବାବୁ ସେଦିନ ଖରାପ ବ୍ୟବହାର କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝି ଅନୁରୋଧ କରୁଥିଲେ । କିନ୍ତୁ ଥାନାବାବୁ ଦେଖାଇଥିଲେ ନିଜ ଦବଙ୍ଗଗିରି । ସେଦିନ ଅପମାନ ଦେଇଥିଲେ, ଆଜି ପାଇଛନ୍ତି ଫଳ ।

ଥାନା ଅଧିକାରୀ ଆଜି ଫଳ ପାଇଲାପରେ ବୁଝିଲେ, ସାଧାରଣ ଲୋକ ହେଉ କି ସେ ବିଧାୟକ ଜଣଙ୍କୁ ସମ୍ନାନ ଦେବା କେତେ ଆବଶ୍ୟକ । ସେଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଯେମିତି ଅପମାନ ଦେଇଥିଲେ ଆଜି ଏମିତି କିଛି ଫଳ ପାଇଛନ୍ତି । ଯାହାକି ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ବୋଲି କୁହାଯାଉଛି ।

ତେବେ ଦେଖିନିଅନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଉ ଥାନା ବାବୁଙ୍କୁ ଭିତରେ କେିମିିତି ଚାଲିଥିଲା ବାର୍ତାଳାପ । ଯେଉଁ ଥିରେ ଥାନା ଅଧିକାର ମୁଖ୍ୟମନ୍ତ୍ରୀଙ୍କୁ ସେଦିନ ଏମିତି ଉଚ ସ୍ୱର ସାଙ୍ଗକୁ ଅପମାନ କରିଥିଲେ । ଆଉ ମୋହନ ମାଝି ବହୁଥର ବୁଝାଇଥିଲେ ସେଦିନ ମୁଁ ଲୋକଙ୍କ ପାଇଁ ଆସିଛି । ମୋ ସହ ଠିକ୍ ବ୍ୟବହାର କରନ୍ତୁ । କିନ୍ତୁ କୁଆଡ଼େ ସୁଣିନଥିଲେ ଥାନା ବାବୁ ଆଉ ଏବେ କୁହଯାଉଛି ତାଙ୍କୁ ମଳିଛି ଅପମାନ ଦେବାର ଏମିତି ଫଳ ।

ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ପୋଲିସ ଡିପାର୍ଟମେଣ୍ଟକୁ କହିଥିଲେ କି ସୋମାନେ ଲୋକ ମାନଙ୍କୁ ଭଲ ବ୍ୟବହାର କରନ୍ତୁ । ଏପରି ଘଟଣାକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା ଯୋର ଧରିଛି। ଲୋକେ କହୁଛନ୍ତି କି ଏଭଳି ପୋଲିସ ଅଫିସରଙ୍କ ପାଇଁ ଏଭଳି ନିସ୍ପତି ଏକ ଉଚିତ୍ ଅଦାହରଣ ହେବ ।

 

Get real time updates directly on you device, subscribe now.