fbpx

କରୋନା ଟିକା ପାଇଁ ଗ୍ଲୋବାଲ ଇ-ଟେଣ୍ଡର ବାତିଲ୍‌ କଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : କୋଭିଡ ଟିକା ପାଇଁ ରାଜ୍ୟ ସରକାର ଗତ ମେ ୧୪ ତାରିଖରେ ଜାରି କରିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରିଛନ୍ତି । ଏ ନେଇ ରାଜ୍ୟ ଔଷଧନିଗମ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାର ଟିକାକରଣ ନିୟମ ପରିବର୍ତ୍ତନ କରିଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.