fbpx

ଏଣ୍ଡାମିକ୍ ଷ୍ଟେଜରେ ବି କୋଭିଡ ରହିବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ କି ବିପଦ ସମ୍ପୂର୍ଣ୍ଣ ଟଳିନି । ଏହାରି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ବିଷୟରେ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆମେ ଏବେ ଏଣ୍ଡାମିକ୍ ସ୍ଥିତିରେ ଅଛୁ । ଏଣ୍ଡାମିକ୍ ଷ୍ଟେଜରେ ବି କୋଭିଡ ରହିବ । ଟ୍ରାନ୍ସମିଶନ ହେବ ଭଳି କୌଣସି ପରିବେଶ ସୃଷ୍ଟି କରିବ ନାହିଁ । କରୋନା ସଂକ୍ରମଣ ବଢ଼ିବା କମିବା ହେଉଛି ଡାଇନାମିକ୍ ପ୍ରୋସେସ୍ । ଭୁବନେଶ୍ୱରରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ସଂକ୍ରମଣ ରହିଛି । ବୁଷ୍ଟର ଡୋଜର ଆବଶ୍ୟକତା ଅଛି, କିନ୍ତୁ ଟେକ୍ନିକାଲ ଟିମର ଷ୍ଟଡି ରିପୋର୍ଟ ଆସିନି ।’

Get real time updates directly on you device, subscribe now.