ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ୯ଜଣଙ୍କ ମଧ୍ୟରେ ଗଞ୍ଜାମର ୫ଜଣ, ସୁନ୍ଦରଗଡ଼, ଗଜପତି, କେନ୍ଦୁଝର ଓ ଖୋର୍ଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
2. A 55 year old male of Sundergarh district who was also suffering from Diabetes.
3. A 52 year old female of Ganjam district.
4. A 59 year old male of Ganjam district.
5. A 27 year old male of Gajapati district.
— H & FW Dept Odisha (@HFWOdisha) August 5, 2020
9. A 63 year old male of Ganjam district who was also suffering from Uncontrolled Diabetes and Chronic Kidney Disease.
— H & FW Dept Odisha (@HFWOdisha) August 5, 2020