fbpx

Today’s Gold Rate : ଆଜି ପୁଣି ସୁନା ଓ ରୂପା ଦରରେ ବୃଦ୍ଧି : କିଣିବା ଆଗରୁ ଜାଣି ନିଅନ୍ତୁ ରେଟ୍

ନୁଆଦିଲ୍ଲୀ : ସ୍ତ୍ରୀ ଲୋକମାନେ ସମସ୍ତେ ଗହଣା ପିନ୍ଧିବା ପାଇଁ ଭଲ ପାଆନ୍ତି । ସ୍ତ୍ରୀ ମାନେ ଗହଣା ପିନ୍ଧିଲେ ଅତ୍ୟଧିକ ସୁନ୍ଦର ଦେଖାଯାଆନ୍ତି । ବିବାହ ସିଜନରେ ସୁନା ଓ ରୂପାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥାଏ । ଆଜି ପୁଣି ଥରେ ଦର ବୃଦ୍ଧି ହୋଇଛି ସୁନା ଓ ରୂପା । ସୁନାର ମୂଲ୍ୟ ୩୭୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ରୂପା ୧୬୦୦ ଟଙ୍କାର ବୃଦ୍ଧି ପାଇଛି ।

ଆଜି ସୁନାର ଦର ଏମସିଏକ୍ସ ରେ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୯୯୩୪ ଟଙ୍କା ରହିଥିବା ବେଳେ , ଅପରାହ୍ନରେ ଏହାର ଦର ସାମାନ୍ୟ ôହାସ ପାଇ ୫୯୮୮୨ ଟଙ୍କା ହୋଇଥିଲା । ଅନ୍ୟପକ୍ଷରେ ରୂପାର ମଧ୍ୟ ଦର ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୭୩୮୬୦ ହୋଇଥିଲା କିନ୍ତୁ ଅପରାହ୍ନରେ ଏହା ୩୧୭ ଟଙ୍କା ଅର୍ଥାତ ୭୩୯୮୭ ଟଙ୍କାରେ ପହଞ୍ଚିଛି ।

ସୁନା କିଣିବା ସମୟରେ ହଲମାର୍କ ଦେଖି କିଣନ୍ତୁ ଏବଂ ଠକାମୀରୁ ବଞ୍ଚି ରୁହନ୍ତୁ ।

Get real time updates directly on you device, subscribe now.