fbpx

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା: ଉଦ୍ଧାରକାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରୁ ପଠାଇଲେ ଟିମ୍‌ ପଠାଇଲେ ମମତା

ଭୁବନେଶ୍ବର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣାରେ ସହାୟତାର ହାତ ବଢ଼ାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଉଦ୍ଧାରକାର୍ଯ୍ୟରେ ସହାୟତା କରିବା ପାଇଁ ୫ରୁ୬ ଜଣିଆ ଟିମ୍‌ ପଠାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ଦୁର୍ଘଟଣା ହେବା ପରେ ଶତାଧିକ ଲୋକେ ଆହତ ହୋଇଛନ୍ତି, ମୃତାହତଙ୍କ ସଂଖ୍ୟା ଆକଳନ କରିବା ସମ୍ଭବ ହୋଇପାରୁନାହିଁ। ତେବେ ମିଳିଥିବା ସୂଚନା ମୁତାବକ 50ରୁ ଉର୍ଦ୍ଧ ଲୋକ ମୃତ୍ୟ ବରଣ କରିଛନ୍ତି।

Get real time updates directly on you device, subscribe now.