ଭୁବନେଶ୍ବର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣାରେ ସହାୟତାର ହାତ ବଢ଼ାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଉଦ୍ଧାରକାର୍ଯ୍ୟରେ ସହାୟତା କରିବା ପାଇଁ ୫ରୁ୬ ଜଣିଆ ଟିମ୍ ପଠାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍ (୧୨୮୬୪) ଦୁର୍ଘଟଣା ହେବା ପରେ ଶତାଧିକ ଲୋକେ ଆହତ ହୋଇଛନ୍ତି, ମୃତାହତଙ୍କ ସଂଖ୍ୟା ଆକଳନ କରିବା ସମ୍ଭବ ହୋଇପାରୁନାହିଁ। ତେବେ ମିଳିଥିବା ସୂଚନା ମୁତାବକ 50ରୁ ଉର୍ଦ୍ଧ ଲୋକ ମୃତ୍ୟ ବରଣ କରିଛନ୍ତି।
Shocked to know that the Shalimar- Coromondel express, carrying passengers from West Bengal, collided with a goods train near Balasore today evening and some of our outbound people have been seriously affected/ injured. We are coordinating with Odisha government and South…
— Mamata Banerjee (@MamataOfficial) June 2, 2023