ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): ଆଜି ୧୨ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୭୦,୭୧,୭୨,୭୩,୭୪,୭୫,୭୬,୭୭,୭୮,୭୯,୮୦,୮୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ୭୦ରୁ ୭୪ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ ଥିବା ବେଳେ ୬୧ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ୭୫ହଭ ୭୯ ନମ୍ବର ଆକ୍ରାନ୍ତ ଆସିଥିବା ନେଇ ଜଣାପଡ଼ିଛି । ୬୧ନମ୍ବର ଆକ୍ରାନ୍ତ ଜଣକ ବାଲେଶ୍ୱରର ନେଳିଆବାଗ ଅଞ୍ଚଳର ।
Travel History of #Covid19 Patients
Case No: 70, 71, 72 & 73 pic.twitter.com/5xyD1SA7nC
— I & PR Department, Odisha (@IPR_Odisha) April 22, 2020
Travel History of #Covid19 Patients
Case No: 74, 75, 76 & 77 pic.twitter.com/ABk2gt79FW— I & PR Department, Odisha (@IPR_Odisha) April 22, 2020
Travel History of #Covid19 Patients
Case No: 78, 79, 80 & 81 pic.twitter.com/3GvH8MiIVf— I & PR Department, Odisha (@IPR_Odisha) April 22, 2020