fbpx

ବିଜେଡିର ୨ ଗୋଷ୍ଠୀ ହାତାହାତି

ପୁରୀ,୨୭ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ଏହାରି ମଧ୍ୟରେ ପୁରୀରେ ବିଜେଡିର ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଗାନ୍ଧିଜୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି ରାଲି ବେଲେ ଏହି ହାତାହାତି ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.