fbpx

ମହାନଦୀକୁ ଡେଇଁ ୨ ଯୁବକ ନିଖୋଜ

କଟକ(ଓଡ଼ିଶା ଭାସ୍କର): କଟକ ମୁଣ୍ଡଳି ବ୍ରିଜ ଉପରୁ ମହାନଦୀକୁ ଡେଇଁପଡି ୨ ଯୁବକ ନିଖୋଜ । ଖୋଜାଖୋଜି ଚାଲିଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନାହିଁ । ୨ ଯୁବକଙ୍କ ନଦୀକୁ ଡେଇଁବାର କାରଣ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ସେମାନେ ଭୁବନେଶ୍ୱରରୁ କଟକ ଆଡକୁ ଆସୁଥିବା ବେଳେ ଏପରି କାଣ୍ଡ କରିଛନ୍ତି । ଆସୁଥିବା ବେଳେ ବ୍ରିଜରେ ସ୍କୁଟି ଓ ମୋବାଇଲ ରଖି ଦୁହେଁ ମହାନଦୀକୁ ଡେଇଁପଡିଥିଲେ । ଯୁବକଙ୍କ ଘର ଭୁବନେଶ୍ୱର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.