(Video)ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି କହି ଟ୍ରୋଲର ଶୀକାର ହେଲେ ଆନ୍ତର୍ଜାତୀୟ ଖେଳାଳି
ନୂଆଦିଲ୍ଲୀ: ଆମେରିକାର ୩୯ ବର୍ଷୀୟ ମହିଳା ଆଥଲେଟ୍ ଲୋଲୋ ଜୋନ୍ସ ଏକ ସମ୍ବେଦନଶୀଳ କଥା ପ୍ରକାଶ କରିଛନ୍ତି। ଲୋଲୋ ଜୋନ୍ସ କହିଛନ୍ତି ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନ ଥିବାରୁ ଲୋକମାନେ ତାଙ୍କୁ ଟ୍ରୋଲ…