fbpx

ଭୁଶୁଡିଲା ନିର୍ମାଣଧୀନ ବ୍ରିଜ

Advertisement

ଯାଜପୁର: ଜାତୀୟ ରାଜପଥରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ । ପାଣିକୋଇଲି ନିକଟ ବ୍ରଜରାଜନଗରରେ ଚାଲିଥିଲା ବ୍ରିଜ୍ ନିର୍ମାଣ ତେବେ ବ୍ରିଜ ଭୁଶୁଡିବା ବେଳେ କାମ ବନ୍ଦ ଥିବାରୁ ମୃତାହତର ସୂଚନା ନାହିଁ । ଆପ୍ରୋଚ ରୋଡରେ ଯାତାୟତ ଜାରି ରହିଛି । ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତଦନ୍ତ ଜାରି ।

Get real time updates directly on you device, subscribe now.