fbpx

BIG BREAKING…ବିଧାନସଭାରେ ପାରିତ ହେଲା ଲଭ୍ ଜିହାଦ ବିଲ୍; ଜାମିନ୍ ପାଇଁ ରହିଛି ତମାମ୍ ସର୍ତ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ ବିଲ୍ ପାରିତ ହୋଇଛି । ବଳପୂର୍ବକ ଧର୍ମପରିବର୍ତ୍ତନ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଜାମିନ ମିଳିବା ହେବ କଷ୍ଟ । ଜାମିନ ପାଇବା ପାଇଁ ରହିଛି ତମାମ ସର୍ତ୍ତ ।

 

Get real time updates directly on you device, subscribe now.