fbpx

ରାଜ୍ୟରେ ଟିକା ଅଭାବ, ଆଜି ୨୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ଟିକା ଅଭାବ ଯୋଗୁ  ଆଜି ୨୪ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୋନପୁରରେ ଟିକାକରଣ ହେବନି ।ଏବେ ରାଜ୍ୟରେ ୪୦ ହଜାର ୪୬୦ କୋଭିସିଲ୍ଡ ଓ ୩ ଲକ୍ଷ ୫୩ହଜାର ୬୩୦ କୋଭାକ୍ସିନ୍‌ ମହଜୁଦ୍‌ ରହିଛି ।

Get real time updates directly on you device, subscribe now.