fbpx

(video)ମାଲିକାଣୀଙ୍କ ସହ ମିଶି ରାମ ରାମ କହୁଛି କୁକୁର, ଏକ ପଶୁର ଏପରି ଭକ୍ତି ପୂର୍ବରୁ କେବେ ଦେଖି ନ ଥିବେ

ଅଯୋଧ୍ୟା: ଜାନୁୟାରୀ ୨୨ରେ ଆଯୋଧ୍ୟା ରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ ଯେତେ ପାଖେଇ ଆସୁଛି ସାରା ଦେଶରେ ସମସ୍ତଙ୍କ ଉତ୍ସାହ ସେତେ ବଢିବାରେ ଲାଗିଛି । ଏବେ ସାରା ଦେଶ ଯେପରି ରାମମୟ ହୋଇଉଠିଛି । କେବଳ ମଣିଷ ନୁହଁନ୍ତି ଏଠି ପଶୁପକ୍ଷୀ ତରୁଲତା ବି ରାମ ଭକ୍ତିରେ ତଲୀନ ହୋଇଯାଇଥିବାର ନଜର ଆସୁଛି ।

ଏହି କ୍ରମରେ ଛତିଶଗଡରୁ ଆସିଛି ଏକ ବିସ୍ମୟ କରିଦେବା ଭଳି ଖବର । ରାଜ୍ୟର ଦୁର୍ଗ ଅଞ୍ଚଳରୁ ଏକ କୁକୁରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି କୁକୁର ରାମ ରାମ କହୁଥିବାର ଦେଖାଯାଉଛି । ଜୁଲି ନାମକ ଏହି କୁକୁର ନିଜ ମାଲିକାଣୀଙ୍କ କହିବା ଅନୁଯାୟୀ ରାମ ରାମ କହୁଛି । ଏହି ଭିଡିଓଟି ଭିଲାଇର କୈଳାସ ନଗରର ବୋଲି କୁହାଯାଉଛି ।

Get real time updates directly on you device, subscribe now.