fbpx

(Video) ହ୍ରିତିକ ରୋଶନଙ୍କ ଗୀତରେ ମହିଳାଙ୍କ ଜବରଦସ୍ତ ଡାନ୍ସ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଫ୍ୟାନ୍

ଡାନ୍ସ କରିବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି, ପିଲା ହୁଅନ୍ତୁ କି ବୃଦ୍ଧ, ସମସ୍ତ ଖୁସିରେ ନାଚିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଦେଖାଯାଇଛି ଯଦି କାହାର ପସନ୍ଦର ଗୀତ ବାଜୁଛି ସେତେବେଳେ ମନକୁ ମନ ନାଚିବା ଆରମ୍ଭ କରିଦେଇଥାନ୍ତି । ଡାନ୍ସ ମାଧ୍ୟମରେ ଜାହିର କରିଥାନ୍ତି ଖୁସି । ସୋସିଆଲ ମିଡିଆରେ ଅନେକ ଡାନ୍ସ ଭିଡିଓ ଭାଇରାଲ ମଧ୍ୟ ହୁଏ । ଏବେ ଏହିଭଳି ଜଣେ ମହିଳାଙ୍କ ସୁନ୍ଦର ଡାନ୍ସ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ହ୍ରିତ୍ରିକ ରୋଶନଙ୍କ ଲୋକପ୍ରିୟ ଫିଲ୍ମର ଗୀତରେ ଅତି ଚମକ୍ରାର ଡାନ୍ସ କରୁଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ମହିଳା କୌଣସି ଏକ କପଡ଼ା ଦୋକାନ ସାମ୍ନାରେ ଡାନ୍ସ କରୁଛନ୍ତି । ମହିଳା ଜଣଙ୍କ ହ୍ରିତିକ୍ ରୋଶନଙ୍କ ଗୀତରେ ଜବରଦସ୍ତ ଡାନ୍ସ କରୁଛନ୍ତି । ଭଲ ଭାବରେ ଡାନ୍ସ ମୁଭ୍ ମଧ୍ୟ କରିପାରୁଛନ୍ତି ସେ । ସବୁଠୁ ଭଲ କଥା ତାଙ୍କର ଡାନ୍ସ ଖୁବ୍ ଭଲ ଲାଗୁଛି । ଆଉ ଏଥିରେ ଜଣାପଡ଼ୁଛି ମହିଳାଙ୍କୁ ଡାନ୍ସ କରିବା ଖୁବ୍ ପସନ୍ଦ । ଦେଖନ୍ତୁ ଭାଇରାଲ ଭିଡିଓ…

 

View this post on Instagram

 

A post shared by MEMES KI DUKAN ? (@memecentral.teb)

Get real time updates directly on you device, subscribe now.