fbpx

୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪୮ ଘଣ୍ଟା ପରେ ରାଜ୍ୟରେ ଶୀତ ସ୍ୱାଭାବିକ ହେବ । ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ତଳକୁ ଖସିବ । ଥଣ୍ଡା ସହ ହାଲୁକାରୁ ମଧ୍ୟମ ଧରରଣରୁ କୁହୁଡ଼ି ଦେଖାଯିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଦେଖାଯିବ । ଦୃଶ୍ୟମାନ ଦୂରତା ୧୦୦ରୁ ୨୦୦ ମିଟର ରହିବାର ସମ୍ଭାବନା ରହିଛି । ପୁଣି ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.