fbpx

ଜମି ବିବାଦରେ ମହିଳାଙ୍କୁ ପିଟିପିଟି ହତ୍ୟା, ଜଣେ ଅଟକ

Advertisement

କେନ୍ଦ୍ରାପଡ଼ା: ଜମି ବିବାଦକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ସଦର ଥାନା ସାହାସପୁର ଗାଁରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଜମି ବିବାଦକୁ ନେଇ କଳହ ଲାଗିଥିଲା । ଏହାପରେ ପିଟାପିଟି ହୋଇଥିଲେ । ଘର ଭାଙ୍ଗିବା ସହ ମହିଳାଙ୍କୁ ହତ୍ୟା କରାଯାଇଛି । ଏଥିରେ ଜଣଙ୍କୁ ଅଟକ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.