fbpx

ଦୁନିଆର ସବୁଠୁ ଦାମୀ ଘରର ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କେଉଁଠି…

Advertisement

ବ୍ରିଟେନର ରାଜ ପରିବାର ଦୁନିଆରେ ଯେତିକି ଚର୍ଚ୍ଚାରେ ରହିଥାଏ, ସେତିକି ରାଜମହଲ ‘ବକିଂଘମ ପ୍ୟାଲେସ’କୁ ନେଇ ମଧ୍ୟ ହୋଇଥାଏ । କାରଣ ଏହା ହେଉଛି ବିଶ୍ୱର ସବୁଠୁ ଦାମୀ ଘର । ୭୭୫ ରୁମ୍ ଥିବା ଏହି ମହଲର ଦାମ୍ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ କେବେ ଆପଣ ଜାଣନ୍ତି ଯେ ଏହି ରାଜମହଲର ମୂଲ୍ୟ କେତେ? ଦ ବିଜନେସ ଟାଇମ୍ସର ଏକ ରିପୋର୍ଟ ଅନୂଯାୟୀ, ଯଦି ଆପଣ ରାଜ ମହଲରେ ରହିବାକୁ ଚାହୁଛନ୍ତି ଏଥିପାଇଁ ଆପଣଙ୍କୁ ୧.୩ ବିଲିୟନ ପାଉଣ୍ଡ ବା ପ୍ରାୟ ୨୪୦ କୋଟି ଭାରତୀୟ ଟଙ୍କା ଦେବାକୁ ପଡ଼ିବ । ଅବଶ୍ୟ ଏହି ଘର ବିକ୍ରି କିମ୍ବା ଭଡ଼ା ପାଇଁ ଉପଲବ୍ଧ ନାହିଁ ।

ଏକ ଅଧ୍ୟୟନରେ କୁହାଯାଇଛି ଯେ ୭୭୫ ରୁମ୍ ଥିବା ଏହି ମହଲର ଦାମ୍ କେତେ କରୋନା ମହାମାରୀ ପୂର୍ବରୁ ୪୦୦ ମିଲିୟନ ପାଉଣ୍ଡ ଥିଲା ଯାହା ଏବେ ୩.୭ ବିଲିୟନ ପାଉଣ୍ଡ ବା ୩୫୭୧ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ଛି ।

Get real time updates directly on you device, subscribe now.