fbpx

୩ ଓ ୪ ତାରିଖରେ ହୋଇପାରେ ବର୍ଷା! ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଆର୍ଦ୍ରରେଖା ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୩ ତାରିଖ ଏବଂ ୪ ତାରିଖରେ ହୋଇପାରେ ବର୍ଷ । ସପଟେ ପାଣିପାଗ ବିଭାଗ ପକ୍ଷରୁ ୩ ତାରିଖ ପାଇଁ ୬ ଜିଲ୍ଲା ଓ ୪ ତାରିଖ ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରିଛି । ୩ ରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝରରେ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ମଧ୍ୟ ରହିଛି ।

Get real time updates directly on you device, subscribe now.