fbpx

ଘରକୁ ମଧ୍ୟ ସିନେମା ହଲ୍ ବନେଇପାରିବେ, ମାତ୍ର ୬ ହଜାରରେ କିଣନ୍ତୁ ଏହି ଡିଭାଇସ୍‌

ନୂଆଦିଲ୍ଲୀ : ଆପଣ ଘରକୁୁ ମଧ୍ୟ ଏକ ସିନେମା ହଲ୍ ରେ ରୂପାନ୍ତର କରିପାରିବେ । ଏହା ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର‌୍ୟ୍ୟ ଲାଗୁଥିବ କିନ୍ତୁ କଥା ଟା ଏକଦମ୍ ସତ । ଏକ ଡଭାଇସ୍ ସାହାଯ୍ୟରେ ଆପଣ ଘରେ ଏକ ସିନେମା ହଲ୍ ତିଆରି କରିପାରିବେ । ଯଦି ଏଭଳି କିଛି ଡିଭାଇସ୍ ଆପଣ ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତେଣୁ ଆସନ୍ତୁ EGate i9 Pro Projector ବିଷୟରେ ଜାଣିବା..

EGate i9 Pro ଆପଣଙ୍କ ପାଇଁ ବେଷ୍ଟ ଅପସନ୍ ହୋଇପାରେ । ଏହି ପ୍ରୋଜେକ୍ଟର ମାତ୍ର ୯,୯୦୦ ମୂଲ୍ୟରେ ଆସିବ ଏବଂ ଡିସ୍‌କାଉଣ୍ଟ ହୋଇ ୪୮୦୩ ଟଙ୍କାରେ ଆପଣ କିଣିପାରିବେ । ଏଥିରେ ଆପଣ ଯେକୌଣସି ଭିଡିଓ ଏବଂ ଫିଲ୍ମ ଦେଖିପାରିବେ । Refresh Rate 60Hz , ଏହାର ଅର୍ଥ ସ୍ପିଡ୍ କୁ ନେଇ ଅସୁବିଧା ହେବ ନାହିଁ । କମ୍ପାନୀ ତରଫରୁ ମଧ୍ୟ ଗୋଟେ ବର୍ଷ ଯାଏଁ ୱାରିଣ୍ଟି ରହିଛି ।

ZEBRONICS ZEB-LP2800 Full HD ଆମାଜନରେ ଅର୍ଡର କରିପାରିବେ । ଏହି ଡଭାଇସର ଦାମ୍ ୧୯,୯୯୯ ରହିଛି କିନ୍ତୁ ୪୦% ଡିସକାଉଣ୍ଟରେ ୧୧,୯୯୯ରେ କ୍ରୟ କରିପାରିବେ । ଏଥିରେ Built In Speaker ସୁବିଧା ରହିଛି, ଯାହା ଆପଣଙ୍କୁ ଲାଭ ଦେବ ।

Egate I9 Pro ମଧ୍ୟ ଆପଣ ଅର୍ଡର କରିପାରିବେ । ଏହି ଡିଭାଇସର ପ୍ରାଇସ୍ ୧୫,୯୯୦ ରହିଛି । ୨୪% ଡିସକାଉଣ୍ଟ ପରେ ଏହାକୁ ୯,୪୫୨ ଟଙ୍କାରେ ପାଇପାରିବେ ।ଏହାକୁ ଆପଣ ରୁମର କୌଣସି ସ୍ଥାନରେ ମଧ୍ୟ ଲଗାଇପାରିବେ । ଏହି ଡିଭାଇସରେ SD Card Slot  ମଧ୍ୟ ଦିଆଯାଇଛି । କମ୍ପନୀ ତରଫରୁ ଏକ ବର୍ଷ ୱାରେଣ୍ଟି ରହିଛି । ଏହାକୁ ଆପଣ କାନ୍ଥରେ ଲଗାଇପାରିବେ । ଏହାର ଅଫସନ୍ ମଧ୍ୟ ବେଷ୍ଟ ରହିବ ।

Get real time updates directly on you device, subscribe now.