fbpx

୯୦ ଦିନ ମାଗଣାରେ ଚଲାନ୍ତୁ Disney+Hotstar: କଲ୍-ଏସଏମଏସ ସହ ମିଳୁଛି ୮୪ ଜିବି ଡାଟା ମଧ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଫ୍ରିରେ Disney+Hotstar ରେ ମୁଭିସ୍ ଏବଂ ସୋ ଦେଖିବାକୁ ଚାହୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ Jio ର ଏକ ବଢ଼ିଆ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ Disney+Hotstar ର ଫ୍ରି ସବସ୍କ୍ରିପସନ ମିଳିଥାଏ । ଏହା ସହ ଢ଼େର ସାରା ଡାଟା ମଧ୍ୟ ମିଳିଥାଏ । ଏହି ପ୍ଲାନର ଦାମ୍ ୬୦୦ ଟଙ୍କାରୁ ମଧ୍ୟ କମ୍ ।

ତଥାପି ଏହି ପ୍ଲାନରେ Disney+Hotstar ଫ୍ରି ସବସ୍କ୍ରିପସନ, ୮୪ ଜିବି ହାଇ-ସ୍ପିଡ ଡାଟା ଏବଂ ବହୁତ କିଛି ମିଳିଥାଏ । ଏହି ପ୍ଲାନର ଦାମ୍ ୫୮୩ ଟଙ୍କା ରହିଛି ।

Reliance Jio ର ୫୮୩ ପ୍ଲାନରେ ଅନଲିମିଟେଡ୍ ଭଏସ କଲିଂ ଏବଂ ଡେଲି ୧୦୦ ଏସଏମଏସ ସହ ଆସିଥାଏ । ଏହା ସହ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ମିଳିଥାଏ । ଯେହେତୁ ଏହି ପ୍ଲାନର ଭାଲିଡିଟି ୫୬ ଦିନ ରହିଛି, ଏହାର ଅର୍ଥ ଗ୍ରାହକଙ୍କୁ ୫୬ ଦିନରେ ୮୪ ଜିବି ଡାଟା ମିଳିବ । କିନ୍ତୁ ଏହି ପ୍ଲାନରେ ଅତିରିକ୍ତ ବେନିଫିଟ୍ ଭାବରେ ୯୦ ଦିନ ପାଇଁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଆପଣଙ୍କ ଡିଜନୀ+ହଟଷ୍ଟାର ସବସ୍କ୍ରିପ୍ସନ ମିଳିବ । ଏହା ସହ ଜିଓର ସବୁ ସେବାର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.