fbpx

ନିଜକୁ ଭଗବାନ ରାମଙ୍କ ବଂଶଜ କହୁଛନ୍ତି ୨୧ ବର୍ଷୀୟ ଯୁବକ! ୨୦,୦୦୦ କୋଟି ସମ୍ପତ୍ତିର ମାଲିକ

ମାତ୍ର ୨୧ ବର୍ଷ ବୟସରେ ୨୦ ହଜାର କୋଟି ସମ୍ପତ୍ତିର ମାଲିକ ହେବା ସମ୍ଭବ କି? କିନ୍ତୁ ଆପଣଙ୍କୁ ଅବିଶ୍ୱାସ ଲାଗିଲେ କି କଥାଟି ସତ । ଜଣେ ୨୧ ବର୍ଷୀୟା ଯୁବକଙ୍କ ରହିଛି ୨୦,୦୦୦ କୋଟି ଟଙ୍କାର ସମ୍ପତ୍ତି । ଏହା ସହ ସେ ନିଜକୁ ଭଗବାନ ରାମଙ୍କ ବଂଶଧର ବୋଲି ମଧ୍ୟ କହିଛନ୍ତି ।


ତେବେ ଏହି ଯୁବକଙ୍କ ନାମ ପଦ୍ମନାଭ ସିଂ ହୋଇଥିବା ବେଳେ ଜାଙ୍କର ସମ୍ପର୍କ ଜୟପୁରର ରାଜ ପରିବାର ସହ ରହିଛି । ସେ ଜୟପୁର ରାଜ ପରିବାରର ୩୦୩ତମ ବଂଶଧର । ସେ ଏକାଧାରରେ ଜଣେ ମଡେଲ, ଟ୍ରାଭେଲର ଓ ପୋଲେ ଖେଳାଳୀ । ତାଙ୍କୁ ଭ୍ରମଣ କରିବାକୁ ଅଧିକ ଭଲ ଲାଗେ । ସେ ଅଧିକାଂଶ ଖର୍ଚ୍ଚ ବୁଲିବାରେ ହିଁ ଲଗାଇଥାନ୍ତି ।

Get real time updates directly on you device, subscribe now.