ଓଡ଼ିଶାରେ ନିର୍ମାଣ ହେବ ୨୭ଟି ବ୍ୟାରେଜ୍‌, ଏତିକି ନଦୀଗର୍ଭ ଜଳାଶୟ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ରାଜ୍ୟରେ ନିର୍ମାଣ ହେବ ୨୭ଟି ବ୍ୟାରେଜ

ଭୁବନେଶ୍ୱର: ରାଜ୍ୟ ସରକାର ନିର୍ମାଣ କରିବେ ୨୭ଟି ବ୍ୟାରେଜ୍‌। ଏ ନେଇ ୭୨ଟି ନଦୀଗର୍ଭ ଜଳାଶୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟାରେଜ୍ ନିର୍ମାଣରେ ଖର୍ଚ୍ଚ ହେବ ସମୁଦାୟ ୫୧ କୋଟି ଟଙ୍କା।

ଖୁବଶୀଘ୍ର ଡିପିଆର କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ।