ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୭୪ ହଜାର ୩୦୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୫୯ ଜଣ ସୁସ୍ଥ ହୋଇଥିବା ଜଗତସିଂହପୁରରୁ ୩୯୩, ଯାଜପୁରରୁ ୩୩୬, କଟକରୁ ୨୬୮, ବାଲେଶ୍ୱରରୁ ୨୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 3520 Covid patients have recovered and are being discharged on 29.06.2021
559 from Khordha
393 from Jagatsinghpur
336 from Jajapur
268 from Cuttack
261 from Baleswar
183 from Bhadrak
175 from Puri
165 from Mayurbhanj
131 from Nayagarh
116 from Kendrapara
109 from Anugul— H & FW Dept Odisha (@HFWOdisha) June 29, 2021
10 from Deogarh
10 from Jharsuguda
10 from Nuapada
84 from State PoolThe total recovered cases of Odisha now stand at 874307
— H & FW Dept Odisha (@HFWOdisha) June 29, 2021