fbpx

ଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କଲେ ୫-T ସଚିବ

ଭୁବନେଶ୍ୱର,୩୧ ।୧୦(ଓଡିଶା ଭାସ୍କର): ଏକାମ୍ର କ୍ଷେତ୍ରରେ ବିକାଶ କାମର ଅନୁଧ୍ୟାନ କରିଛନ୍ତି ୫-Tସଚିବ ଭି.କେ ପାଣ୍ଡିଆନ୍ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପାଣ୍ଡିଆନ୍ ସ୍ଥିତି ସମୀକ୍ଷା କରିଛନ୍ତି ସମୀକ୍ଷା । ୮୦%ରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ସୂଚନା ମିଳିଛି । ନଭେମ୍ବର ସୁଦ୍ଧା ସରିବ ଜମିଅଧିଗ୍ରହଣ କାମ । ମହାଶିବରାତ୍ରୀ ପୂର୍ବରୁ ରାସ୍ତା ପ୍ରଶସ୍ତ ହେବାର ଯୋଜନା ରହିଛି ।

Get real time updates directly on you device, subscribe now.