fbpx

(Video) ନାଳରେ ଭାସୁଛି ନବଜାତର ମୃତଦେହ: ଝୁଣି ଖାଇଲା କୁକୁର

ନାଳରେ ଭାସିଆସିଲା ନବଜାତ ଶିଶୁର ମୃତଦେହ । ଝୁଣି ଖାଇଲା କୁକୁର । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ସିଦ୍ଧି ବିନାୟକ ମନ୍ଦିର ନାଳ ନିକଟରେ । ନାଳରେ ଭାସିଆସିଥିବା ଦୁଇ ମୃତ  ଶିଶୁଙ୍କୁ ଖାଉଛି କୁକୁର ।

ସେହି ଦୃଶ୍ୟକୁ ଦେଖିଲେ କାହାର ବି ଦେହ ଶିହରି ଉଠିବ । ଅନୁମାନ କରାଯାଉଛି ଗର୍ଭରେ ନଷ୍ଟ ହୋଇଯାଇଥିବା ଦୁଇ ଶିଶୁଙ୍କ ମୃତ ଦେହକୁ ଫିଙ୍ଗି ଦିଆଯାଇଥାଇପାରେ ଯାହାକୁ କୁକୁର ଝୁଣି ଖାଉଥିବାର ଦେଖାଯାଇଥିଲା । ସେପଟେ ଗର୍ଭରେ ନଷ୍ଟ ହୋଇଯାଇଥିବା ଶିଶୁ ମାନଙ୍କୁ ବାହାରେ ଏଣେ ତେଣେ ମେଡିକାଲ କର୍ତ୍ତୃପକ୍ଷ ଫିଙ୍ଗି ଦେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଦେଖନ୍ତୁ ଭିଡିଓ…

 

 

Get real time updates directly on you device, subscribe now.