ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ସମଗ୍ର ବିଶ୍ୱରେ ୧୩୨,୫୬୭ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ୧୨୩ ଦେଶରେ କାୟା ମେଲାଇଛି କରୋନା ଭାଇରସ୍ । ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସଂକ୍ରମିତ ଅଛନ୍ତି..
ଚୀନ୍-୮୦,୯୮୧ ଲୋକ କରୋନା ପଜିଟିଭ୍
ଇଟାଲୀ- ୧୫,୧୧୩ ଲୋକ କରୋନା ପଜିଟିଭ୍
ଇରାନ-୧୦,୦୭୫ ଲୋକ କରୋନା ପଜିଟିଭ୍
ଦକ୍ଷିଣ କୋରିଆ- ୭,୯୭୯ ଲୋକ କରୋନା ପଜିଟିଭ୍
ସ୍ପେନ-୨୯୬୫ ଲୋକ କରୋନା ପଜିଟିଭ୍
ଫ୍ରାନ୍ସ- ୨୮୬୦ ଲୋକ କରୋନା ପଜିଟିଭ୍
ଜର୍ମାନୀ-୨୩୬୯ ଲୋକ କରୋନା ପଜିଟିଭ୍
ଆମେରିକା- ୧୨୬୪ ଲୋକ କରୋନା ପଜିଟିଭ୍
ଜାପାନ- ୬୭୫ ଲୋକ କରୋନା ପଜିଟିଭ୍
ଇଂଲଣ୍ଡ -୫୯୪ ଲୋକ କରୋନା ପଜିଟିଭ୍
ଭାରତ- ୮୧ ଲୋକ କରୋନା ପଜିଟିଭ୍ ।