fbpx

BSNLର ଧମାକେଦାର ଅଫର! ୩୦ଜୁନ୍ ପର୍ଯ୍ୟନ୍ତ ବଢିଲା ବୈଧତା

ଲକ୍-ଡାଉନ୍ ମଧ୍ୟରେ ନିଜ ଗ୍ରାହକଙ୍କ ପାଇଁ ଖୁସି ଆଣିଦେଇଛି BSNL । କମ୍ପାନୀ ନିଜର ୯୬ ଟଙ୍କାର ଲୋକପ୍ରିୟ ପ୍ଲାନ୍ ‘ଭାସନ୍ତମ’ ଗୋଲ୍ଡର ବୈଧତା ୯୦ ଦିନକୁ ବୃଦ୍ଧି କରିଛି । ଖବର ମୁତାବକ, ବର୍ତ୍ତମାନ ଉପଭୋକ୍ତାମାନେ ଏହି ଯୋଜନାର ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଲାଭ ଉଠାଇପାରିବେ । BSNLର ଏହି ୯୬ ଟଙ୍କାର ପ୍ଲାନ ଏକ ପ୍ରୋତ୍ସାହନମୂଳକ ପ୍ଲାନ ହୋଇଥିବା ବେଳେ ଏହା କେବଳ ନୂତନ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ।

BSNLର ପୁରୁଣା ଉପଭୋକ୍ତାମାନେ ଏହାର ଲାଭ ଉଠାଇପାରିବେ ନାହିଁ । କମ୍ପାନୀର କହିବା ମୁତାବକ, ୯୬ ଟଙ୍କା ଏହି ପ୍ଲାନରେ ବୈଧତା ବୃଦ୍ଧି ସହ ଅନେକ ସୁବିଧା ମଧ୍ୟ ଯୋଗ କରାଯାଇଛି ।

Get real time updates directly on you device, subscribe now.