fbpx

ବିଜେଡିରୁ ବହିଷ୍କୃତ ହେଲେ ଏହି ବରିଷ୍ଠ ନେତା; ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା

ଭୁବନେଶ୍ୱର: ବିଜୁ ଜନତା ଦଳ ନିଜର ଦଳର ଉନ୍ନତି ପାଇଁ ଏବଂ ରାଜ୍ୟବାସୀଙ୍କ ସୁବିଧା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥାଏ । ଦଳର ସୁପ୍ରିମୋ ଦୁର୍ନିତୀଖୋର ଏବଂ ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଉ ନଥିବା ଅଧିକାରୀମାନଙ୍କୁ ଦଳରୁ ବହିଷ୍କାର କରିଥାନ୍ତି । ତେବେ ପୂର୍ବରୁ ଏହିପରି ଅନେକ ଅଧିକାରୀଙ୍କୁ ସେ ଦଳରୁ ବହିଷ୍କାର କରିଥିବା ବେଳେ ବର୍ତ୍ତମାନ ଆଉ ଜଣେ ଅଧିକାରୀ ଦଳରୁ ବହିଷ୍କାର ହୋଇଛନ୍ତି ।

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ସନ୍ତୋଷ ଜେନା ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ଦଳୀୟ ସଭାପତିଙ୍କ ଦ୍ବାରା ବହିଷ୍କାର ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.