(Video)ସାବୁନ ଖାଉଥିବା ଝିଅର ଭିଡିଓ ଭାଇରାଲ, ଲୋକମାନେ କହିଲେ ଏହା ମିଛ

ଓଡିଶା ଭାସ୍କର : ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ଭିଡିଓ ଆପଣଙ୍କୁ ହସିବାକୁ ବାଧ୍ୟ କରିବ । କିନ୍ତୁ ଏହି ଭାଇରାଲ ଭିଡଇଓ ଟିକେ ଅଲଗା ପ୍ରକାର, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ପାଇବେ ଜଣେ ଝିଅ ସାବୁନ ଖାଉଛି । ଏହି ଭିଡିଓକୁ ଦେଖିଲା ପରେ ଏହା ଲାଗୁଛି କିପରି ଜଣେ ଲୋକ ସାବୁନ ଖାଇପାରିବ । କିନ୍ତୁ ଆପଣ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଲା ପରେ ଆପଣ ଜାଣି ପାରିବେ ଏବଂ ଆପଣଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ମିଳିବ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ଝିଅ ଭିଡିଓରେ ସାବୁନ ଏବଂ ଡେଟଲର ଡବା ଧରି ଆସୁଛି । ତେବେ ଟେବଲ ଉପରେ ଏକ ସାବୁନ ଷ୍ଟାଣ୍ଡ ଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ଭିଡିଓରେ ଲୋକମାନେ ଆଶ୍ଚର୍ଯ୍ୟ ସେତେବେଳେ ହୋଇଥିଲେ ଯେତେବେଳେ ସେ ଦେଖିଲେ ଝିଅଟି ସାବୁନ ଖାଇକୁ ଲାଗିଲା । ଝିଅଟି ସାବୁନକୁ ଏପରି ଖାଇଲା ଯେମିତି ଲାଗିଲା ସାବୁନ ନୁହେଁ କୌଣସି ଅମୃତ ଖାଉଛି । ସେହି ପରି । ଏହା ଦେଖିଲା ପରେ ଅନେକ ଲୋକ ଭାବିଲେ ଜଣେ ସାବୁନକୁ କିପରି ଏମିତି ଖାଇପାରିବ । ତେବେ ଏହାର ଜବାବ ଭିଡିଓ ଶେଷରେ ଯୁବତୀ ଜଣକ ଦେଇଥିଲେ, ପ୍ରକୃତରେ ଏହା ସାବୁନ ନଥିଲା ଏହା ଏକ ସବୁନ କରି ଦେଖା ଯାଉଥିବା କେକ ଥିଲା ।

ଏହି ଭାଇରାଲ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାରାଲ ହେବା ପରେ ଏହାକୁ ୧ ଲକ୍ଷ ୪୪ ଜହାରରୁ ଅଧିକ ଲୋକ ଏପେ ପର୍ଯ୍ୟନ୍ତ ଦେଖି ସାରିଛନ୍ତି । ଏହା ଦେଖିବା ପରେ ଅନେକ ଲୋକ ରାଗିଯାଇଥିଲେ ଏବଂ ରାଗରେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି ।

 

View this post on Instagram

 

A post shared by Suchi Dutta (@21b_kolkata)

Get real time updates directly on you device, subscribe now.