fbpx

୮୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଦୁଇ ଗିରଫ

ସାଲେପୁର: ଦିନକୁ ଦିନ ବ୍ରାଉନ୍ ସୁଗାର ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ପୋଲିସଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାଲେପୁରରେ । ହରିଚନ୍ଦନପୁର ବ୍ୟାରେଜ୍ ନିକଟରୁ ବ୍ରାଉନ୍ ସୁଗାର ଜବତ କରାଯାଇଛି । ଖବର ପାଇ ଅବକାରୀ ବିଭାଗ ଟିମ୍ ଓ ପୋଲିସର ମିଳିତ ଚଢ଼ାଉ କରି ପ୍ରାୟ ୮୭ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିଲେ । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.