ଭୁବନେଶ୍ୱର: ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସେବାରେ ସଂଶୋଧନ କରାଯାଇଛି । ମଙ୍ଗଳବାର ବ୍ୟତୀତ ସବୁଦିନ ଚାଲିବ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ।
ପୂର୍ବରୁ ଶନିବାର ବ୍ୟତିତ ସୁବଦିନ ଚଳାଚଳ କରୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆସନ୍ତା ଜୁନ୍ ୩ରୁ ଏହି ନିର୍ଦ୍ଧାରିତ ସମୟରେ ହିଁ ଏକ୍ସପ୍ରେସ ଯାତାୟାତ କରିବ ।
ଜୁନ୍ ୭ ଠାରୁ ଶନିବାରରେ ମଧ୍ୟ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିବ ।