ଅନଲାଇନ୍ ନାମଲେଖା ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି, କାର୍ଯ୍ୟର କରିବେ ତଦାରଖ

ଭୁବନେଶ୍ୱର: ଆରଟିଇ ପାରଦର୍ଶୀ ପୋର୍ଟାଲ ଜରିଆରେ ନାମ ଲେଖା ପ୍ରସଙ୍ଗ । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ।

କମିଟିରେ ଆଉ ୨ ଅତିରିକ୍ତ ସଚିବ, ପ୍ରାଥମିକ ଶିକ୍ଷା ଉପନିର୍ଦ୍ଦେଶକଙ୍କୁ ନେଇ ଗଠିତ ହୋଇଛି କମିଟି । ଆଇଟିଇ ଅନ୍ଲାଇନରେ ନାମ ଲେଖାର ତଦାରଖ କରିବ କମିଟି ।

ଅନଲାଇନ ନାମଲେଖା ଅନୁଧ୍ୟାନ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ।