ଫେରିବାଲାଙ୍କୁ ସାବଧାନ! ୮ ବର୍ଷୀୟା ନାବାଳିକାର ଇଜ୍ଜତ ନେଲା ବଙ୍ଗାଳି ବୁଲାବିକାଳି

ପିପିଲି: ପିପିଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଅଭିଯୋଗ ପରେ ପିପିଲି ପୋଲିସର ତନାଘନା । ପିପିଲି ଥାନାରେ ଅଭିଯୁକ୍ତ ଅଟକ ।

ଘଟଣାର ତଦନ୍ତ ଚଳାଇଛି ପୋଲିସର ସ୍ୱତନ୍ତ୍ର ଟିମ୍ । ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବଙ୍ଗାଲି ଫେରିବାଲା ବୋଲିସ ସୂଚନା ।

କିଛିଦିନ ହେବ ଫେରିବାଲା ପିପିଲିରେ ରହି ବେପାର କରୁଥିଲା । ଅଭିଯୋଗ ପରେ ଫେରିବାଲାକୁ ଉଠାଇ ନେଇଛି ପୋଲିସ ।