କଟକ: କଟକରୁ ଏକ ଖବର ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ସୂଚନାନୁଯାୟୀ, କଟକ ବାଲିଯାତ୍ରା ପଡ଼ିଆରେ ସମୀକ୍ଷା ବେଳେ ଉପମୁଖ୍ୟମନ୍ତ୍ରୀ କେଭିଙ୍କର ଗୋଡ଼ ଖସିଯାଇଥିଲା।
ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଆସିଥିଲେ।