ଜି-୭ ସମ୍ମିଳନୀ ପାଇଁ କାନାଡାରେ ପ୍ରଧାନମନ୍ତ୍ରୀ, ବିମାନବନ୍ଦରରେ ମୋଦିଙ୍କ ଭବ୍ୟ ସ୍ୱାଗତ

ଓଟାୱା: କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୈଲଗରୀରେ ମୋଦଙ୍କର ହେଲା ଭବ୍ୟ ସ୍ୱାଗତ ।

ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଆଜିଠାରୁ ଆରମ୍ଭ ହେବ ସମ୍ମିଳନୀ, ଯାହା ୨ ଦିନ ପର୍ଯ୍ୟନ୍ତ ଚାଲିବ ।

ବିଭିନ୍ନ ଦେଶର ପ୍ରତିନିଧି ସମ୍ମିଳନୀରେ ହେବେ ସାମିଲ । ହେବ ବଡ଼ ଆଲୋଚନା ।