ଓଡ଼ିଶାକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ଲାଗି ବୌଦ୍ଧକୁ ହେଲା ରେଳ ସଂଯୋଗ

ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୋଦି।

ଭୁବନେଶ୍ୱର: ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭେଟି। ଏକାଧିକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଉଦଘାଟନ। ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ। ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ନରାଜରେ ନିର୍ମିତ ଇଭି ବସ୍ ଡିପୋର କଲେ ଉଦଘାଟନ। ଲକ୍ଷପତି ଦିଦିଙ୍କୁ ସମ୍ୱର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ।

ଓଡ଼ିଶା ଭିଜନ୍ ୨୦୩୬ ଉନ୍ମୋଚନ କଲେ ମୋଦି।  ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପୁସ୍ତିକା ଉନ୍ମୋଚିତ। ବରପୁତ୍ର ଐତିହ୍ୟ ଗ୍ୟାମ୍ୟ ଯୋଜନା ଶୁଭାରମ୍ଭ।   ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ। ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପ୍ରଧାନମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ।

ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ସ୍କୁଲ ହେବ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କଲେ ଶୁଭାରମ୍ଭ।  ପ୍ରତି ପଞ୍ଚାୟତରେ ହେବ ଗୋଦୋବରୀଶ ଆଦର୍ଶ ସ୍କୁଲ।

ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ। ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦି। ପ୍ରଥମ ଥର ଲାଗି ବୌଦ୍ଧକୁ ହେଲା ରେଳ ସଂଯୋଗ।  ବୌଦ୍ଧରୁ ସମ୍ୱଲପୁର, ବୌଦ୍ଧରୁ ଭୁବନେଶ୍ୱରକୁ ରେଳ ସଂଯୋଗ। ନରାଜରେ ନିର୍ମିତ ଇଭି ବସ୍ ସେବାର ମଧ୍ୟ କଲେ ଶୁଭାରମ୍ଭ।