fbpx

ଭ୍ୟାକ୍ସିନ COVISHILDକୁ ପରୀକ୍ଷଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୩ ।୮: କରୋନା ସଙ୍କଟ ମଧ୍ୟରେ କୋଭିଡ ଭ୍ୟାକ୍ସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି । ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇର ଅନୁମତି ମିଳିଛି । ଅକ୍ସଫୋର୍ଡ ଟିକାର ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ମିଳିଥିବା ଜଣାପଡିଛି । ଭ୍ୟାକ୍ସିନ୍ COVISHILDକୁ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ତେବେ DCGI ହେଉଛି- ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ।

Get real time updates directly on you device, subscribe now.